ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା ବିଭାଗ ରାଜ୍ୟର ବିକାଶରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ। ବିଭାଗର ବିଭିନ୍ନ ବିଜ୍ଞାନ ସମ୍ବନ୍ଧିତ କାର୍ଯ୍ୟମାନଙ୍କର ଉପଯୋଗ ନିମିତ୍ତ ବିଭିନ୍ନ ସଂସ୍ଥା ଯଥା ଓଡ଼ିଶା ନବୀକରଣଯୋଗ୍ୟ ଶକ୍ତି ବିକାଶ ସଂସ୍ଥା, (ଓଆରଇଡିଏ), ଓଡିଶା ଅନ୍ତରୀକ୍ଷ ପ୍ରୟୋଗ କେନ୍ଦ୍ର (ଓଆରଏସଏସି), ଓଡିଶା ବିଜ୍ଞାନ ଏକାଡେମୀ, ପଠାଣି ସାମନ୍ତ…